#ମିଲର_ସରକାର_ମଧୁଚନ୍ଦ୍ରିକାରେ_ମହାଲୁଟ୍
#ମିଲରଙ୍କୁ_ବଂଚାଇବା_ପାଇଁ_ମନ୍ତ୍ରୀଙ୍କ_ବୟାନ
ଅନ୍ନଦାତାଙ୍କୁ ଦୁବ୍ୟବହାର। ମିଲରଙ୍କ ଗୁଣ୍ଡାଗର୍ଦ୍ଦି। ଏ ଦୃଶ୍ୟ ହେଉଛି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚନମଣ୍ଡଳୀ ଅନର୍ଗତ ହିନ୍ଦୁଳିଆ ପଂଚାୟତର । କିଛିଦିନ ତଳେ ଶୈଳବାଳା ରାଇସମିଲକୁ ଚାଷୀ ଯାଇଥିଲେ ଧାନ ବିକିବାକୁ । ହେଲେ ସେଠି ମିଲର ଓଜନ
କଣ୍ଟାରେ ବସ୍ତା ପିଛା 8 କିଲୋ କଟନୀ ଛଟନୀ କଲା । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲା
#ArgusNews #MandiIssue #Minister #SamirRanjanDash #Farmers #Odisha