#ସାରା_ରାଜ୍ୟରେ_ମଣ୍ଡି_ଯନ୍ତ୍ରଣା
ହାତରେ ବିଷ ବୋତଲ ଧରି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଉଥିବା ଚାଷୀ ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ନୂଆଗାଁର ଦାମୋଦର ଦଳ ବେହେରା । ଅଭିଯୋଗ, ମଣ୍ଡିରେ ଧାନ ବିକିବାର ଛଅ ମାସ ପରେ ବି ସେମାନଙ୍କୁ ମିଳିନି ସେମାନଙ୍କ ପ୍ରାପ୍ୟ । କେବଳ ଦାମୋଦର ନୁହଁନ୍ତି ଦଶପଲ୍ଲାର ଏକାଧିକ ଚାଷୀଙ୍କ ସମାନ ଅବସ୍ଥା ।
#Nayagarh #MandiIssue #districtmagistrate #Odisha #ArgusNews