#ବର୍ଷ_ସରିବାକୁ_ଆସିଲାଣି_ମାତ୍ର_ଗଜପତି_ଜିଲ୍ଲାରେ_ଖୋଲୁନି_ମଣ୍ଡି
ଦୁଇ ଦୁଇ ଥର ପ୍ରସ୍ତୁତ ବୈଠକ ତାରିଖ ଧାର୍ଯ୍ୟ ତାରିଖ ମଧ୍ୟ ବିତିସାରିଲେ ମଧ୍ୟ ମଣ୍ଡି ନ ଖୋଲିବା ଚାଷୀଙ୍କୁ ଚିନ୍ତା ପକାଇଛି । କେବେ ଖୋଲିବ ମଣ୍ଡି ତାହାକୁ ଅନେଇ ବସିଛି ଚାଷୀ, ଖୋଲା ଆକାଶ ତଳେ ପକାଇ ରଖିଛି ଅମଳ ଧାନ। ହାଡ଼ଭଙ୍ଗା ଶୀତରେ ଧାନ କୁ ଜଗି ବସିଛି ଚାଷୀ ।
#ArgusNews #mandiissue #Gajapati #farmers #milars #mandiclose #OdishaGovt #Odisha