#ଅବ୍ୟବସ୍ଥା_ଘେରରେ_ମାଣ୍ଡିଆ_ମଣ୍ଡି
#କଟନି_ଛଟନିରେ_ବ୍ୟସ୍ତ_କର୍ମଚାରୀ
ହତାସ ହେଉଛି ଚାଷୀ । ଗୋଟିଏ ପଟେ ସରକାର ଚାଷୀଙ୍କ ଅଣ୍ଟା ସଳଖିବାକୁ ମିଲେଟ ମିଶନ ଆରମ୍ଭ କରିଛନ୍ତି । ଦେଶ ବିଦେଶରେ ମାଣ୍ଡିଆକୁ ପରିଚିତ କରିବାକୁ ପ୍ରୟାସ କରୁଛନ୍ତି । ରାୟଗଡା କାଶୀପୁର ବ୍ଲକ ଟିକିରି ଲ୍ୟାମ୍ପରେ ମାଣ୍ଡିଆ ମଣ୍ଡି ଖୋଲିଥିବା ବେଳେ ନାନା ସମସ୍ୟା ଭୋଗୁଛନ୍ତି ଚାଷୀ ।
#ArgusNews #Mandia #mandiissue #Raygada #OdishaGovt #farmers #Odisha