#କେଭେ_କମବା_ଚାଷୀର୍_ଦୁଃଖ୍ ?
#ମଣ୍ଡି_ମୂଲ୍_ନୁ_ହିଁ_ଦେଖାଗଲାନ_ଅବ୍ୟବସ୍ଥା
ଦଶ ଦିନ ହେବା ମଣ୍ଡିନେ ପଡ଼ି ରହିଛେ ହଜାର ହଜାର ବସ୍ତା ଧାନ । ନୂଆପଡ଼ା ଜିଲ୍ଲାର ଚାଷୀଙ୍କର ସମସ୍ୟା ସରବାର୍ ନା ନାଇ ନେବାର୍ । କେତେବେଳେ ମରଡି ତ କେତେବେଳେ ରୋଗପୋକ । ଠିକ୍ ଚାଷ ଅମଳ ହେଇସାରିଥିବାର୍ ବେଲକେ ଇହାଦେ ଅଭାବୀ ବିକ୍ରିକେ ନେଇକିନା ଚାଷୀ ଚିନ୍ତାରେ
#ArgusNews #farmers #mandiissue #Nuapada #rice #OdishaGovt #Odisha