#ରାଜ୍ୟରେ_ସରକାର_ମିଲର୍_ମଧୁଚନ୍ଦ୍ରିକା
ଶୋଷଣର ଶିକାର ଚାଷୀଙ୍କୁ କେବେ ମିଳିବ ପୂରା ଏମଏସପି । ଏମଏସପି 2930 ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରୁଥିବା ସରକାର ଧାର୍ଯ୍ୟ MSP ୨୦୪୦ ଦେବାରେ ବିଫଳତାକୁ ନେଇ ଉଠିଲା ପ୍ରଶ୍ନ ।
#ArgusNews #mandiissue #OdishaGovt #milars #farmers #MSP #prices #Odisha