#ପ୍ରଜାତନ୍ତ୍ରର_ଜନନୀ_ଭାରତ_ବର୍ଷ
#ଇନୋଭେସନରେ_ରେକର୍ଡ_କରୁଛି_ଦେଶ
ଏବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମରେ ପଦ୍ମ ସମ୍ମାନରେ ସମ୍ମାନିତ ହେବାକୁ ଥିବା ଅ-ସାଧାରଣ ବ୍ୟକ୍ତିତ୍ବଙ୍କ ଅ-ସାଧାରଣ କାହାଣୀ ପଢ଼ିବାକୁ ପ୍ରାଧନମନ୍ତ୍ରୀ ମୋଦିଙ୍କ ଆହ୍ବାନ । କହିଲେ, ମିଲେଟ ମିଶନର ସଫଳତାକୁ ନେଇ ଗର୍ବ କରୁଛି ଦେଶ ।
#ArgusNews #ManKiBaat #programmer #MilletMission #PMNarendraModi #PadmaAwards #Extraordinary #Odisha