#ରାଜ୍ୟ_ବିଜେପିର_ନୂଆ_ମଙ୍ଗୁଆଳ_ମନମୋହନ
#ସାମଲଙ୍କ_ମୁଣ୍ଡରେ_ଶିରପା_ଭିଡ଼ିଲେ_ରାଷ୍ଟ୍ରୀୟ_ସଭାପତି
୨୦୨୪ ଫାଇନାଲ ପାଇଁ ପଦ୍ମଦଳ ସମରସଜା କରୁଥିବା ବେଳେ ଏବେ ଏହାର ସେନାପତି ଭାବେ ଭେଟରାନ ମନମୋହନ ସାମଲଙ୍କୁ ଭରସିଛି ଦଳ । ସମୀର ମହାନ୍ତିଙ୍କ ଉତ୍ତରାଧିକାରୀ ଭାବେ ମନମୋହନ ଦଳର ମଙ୍ଗୁଆଳ ହୋଇଥିବା ବେଳେ ନୂଆ ଦାୟିତ୍ବ ପାଇଁ ତାଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#ArgusNews #BJP #ManmohanSamal #BJPStatePresident #DharmendraPradhan #Dhamnagar #Odisha #2024Election #preparation