ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମିଲେଟରୁ କେକ ଓ ମିଠା ଇତ୍ୟାଦି ପ୍ରସ୍ତୁତ କରି ଖୁବ ନାଁ କମାଇଛନ୍ତି । ସେମାନଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
#ArgusNews #MannKiBaat #NarendraModi #firstepisode #Sundargarh #milletmissionodisha #National