#ବ୍ୟକ୍ତିଙ୍କ_ପେଟରୁ_ବାହାରିଲା_୧୮୭_ମୁଦ୍ରା
ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କର୍ଣ୍ଣାଟକର ବାଗଲକୋଟରେ ୫୮ ବର୍ଷୀୟ ଏହି ବ୍ୟକ୍ତିଙ୍କ ପେଟରୁ ଡାକ୍ତର ୧୮୭ ଟି ମୁଦ୍ରା ବାହାର କରିଛନ୍ତି। ନଭେମ୍ବର ୨୬ ରେ ଦୟମପ୍ପା ହରିଜନଙ୍କୁ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ପେଟ ତାଙ୍କର ବେଲୁନ୍ ପରି ଫୁଲି ମଧ୍ୟ ଯାଇଥିଲା ।
#ArgusNews #coins #manstomach #Karnataka #doctor #operations