ଗରିବ,ଦିବ୍ୟାଙ୍ଗ ତଥା ବିଧବା ମହିଳା ମାନେ କିଭଳି ସୁବିଧାରେ ହାତ ପାହାନ୍ତାରେ ଭତ୍ତା ଟଙ୍କା ପାଇପାରିବେ ସେଥି ନିମନ୍ତେ ନୂତନ ଭାବରେ ବ୍ୟାଙ୍କ୍ ଖାତାକୁ ନିର୍ଦ୍ଧାରିତ ଭତ୍ତା ଟଙ୍କା ପଠା ଯାଉଥିବା ବେଳେ ଅନେକ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।ଅନଲାଇନରେ ଭତ୍ତା ଟଙ୍କା ମିଳିବାର ବ୍ୟବସ୍ଥା ହେବା ପରଠାରୁ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଅନେକ ହୀତାଧିକାରୀ ।
#allowance #oldman #oldwomen #panchayat #Keonjhar #money #ArgusNews