#ବୟସ_ହେଲାଣି_ଭତ୍ତା_ମିଳୁନି
ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ଅନେକ ବୃଦ୍ଧା ଓ ବୃଦ୍ଧ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ । ବହୁ ବର୍ଷ ହେଲା ସରପଞ୍ଚଙ୍କ ଠାରୁ ବ୍ଲକ ଅଧିକାରୀଙ୍କ ପାଖକୁ ଭତ୍ତା ପାଇଁ ଦଉଡି ଦଉଡି ନୟାନ୍ତ ହେଲେଣି ଏହି ବୁଢା ବୁଢିମାନେ।
#negligence #allowances #Sukinda #oldwomen #Jajpur #ArgusNews