ପଦମ୍ପୁର ଉପନିର୍ବାଚନ ପୂର୍ବରୁ ମାଓ ଛନକା। ପାଇକମାଳ ସଦାନନ୍ଦପୁରରେ ଠାବ ହେଲା ମାଓ ପୋଷ୍ଟର। ଗୁରୁବାର ପୋଲିସର ସର୍ଚ୍ଚ ଅପରେସନ ବେଳେ ୨ ମହିଳା ମାଓ ବାଦୀ ନିହତ ହୋଇଥିଲେ। ଏବେ ପୁଣି ମାଓ ପୋଷ୍ଟର ଠାବ ପରେ ଲୋକଙ୍କୁ ଘାରିଲା ସୁରକ୍ଷା ଚିନ୍ତା।ଆଗକୁ ଉପନିର୍ବାଚନ ଥିବାରୁ ମାଓବାଦୀଙ୍କ ଭୟରେ ଆତଙ୍କିତ ଲୋକେ....।
#ArgusNews #Maoist #PadampurByPoll #police #SearchOperation #Odisha