ଛିଡୁନି ମାର୍କେଟ ବିଲ୍ଡିଂ ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀଙ୍କ କଳି । ମାର୍କେଟରୁ ଉଠୁ ନାହଁନ୍ତି ଉଠା ଦୋକାନୀ । ବିଏମସି ଅର୍ଡରକୁ ବେଖାତିର କରିଛନ୍ତି ଉଠା ଦୋକାନୀ । ସେପଟେ ଉଠା ଦୋକାନୀ ନ ହଟିଲା ଯାଏ ମାର୍କେଟରୁ ଅଳିଆ ସଫା ନ କରିବା ପାଇଁ ଅଣ୍ଟା ଭିଡ଼ିଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନ
#Bhubaneswar #Marketbuilding #BMC #centralMarketbuildingAssociatiion #ArgusNews