#ମୃତ୍ୟୁର_୩୦ବର୍ଷ_ପରେ_ପଡିଲା_ହାତଗଣ୍ଠି
ଚାଲିଛି ବିବାହ ଉତ୍ସବ। ବହୁ ସଂଖ୍ୟାରେ ଅତିଥି ବିବାହ କାର୍ଯ୍ୟରେ ସାମିଲ ଅଛନ୍ତି। କିନ୍ତୁ ବର କନ୍ୟାଙ୍କ ସ୍ଥାନରେ ଧଳା ବସ୍ତ୍ର ପଡିଥିବା ଦୁଇଟି ଚେୟାର ଥୁଆହୋଇଛି। ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଭାବୁଥିବେ ବର-କନ୍ୟା ନାହାଁନ୍ତି ଏ କେଉଁ ପ୍ରକାରର ବିବାହ। ଆଜ୍ଞା ଇଏ ହେଉଛି ମୃତ୍ୟୁ ପରେ ବିବାହ । ଅଜବ ଲାଗୁଥିଲେ ବି କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ ।
#karnataka #weddingceremony #whiteclothes #uniquemarriage #ArgusNews