ପ୍ରେମ ମାନେନା ବନ୍ଧ ବାଡ । ପ୍ରେମ ମାନେନା ଆୟତ୍ତ କି ଆକଟ । ପରିବାରର ଆକଟ ସତ୍ବେ ଥାନାରେ ହାତକୁ ଦି ହାତ ହୋଇଛନ୍ତି ପ୍ରେମୀ ଯୁଗଳ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ
#ArgusNews #Subarnapur #loveaffair #Marriage #PoliceStation #Odisha