ଏ ବାହାଘର ଏଇଥିପାଇଁ ନିଆରା, ଯେହେତୁ ଏଠି ମଣିଷ ପଣିଆର କଥା ପଡିଛି। କସ୍ତୁରୀର କେହି ନାହାନ୍ତି। ତଥାପି ତା ବାପା ମା’ ସାଜି ବିବାହ କରାଇଛନ୍ତି ଜଣେ ଅପରିଚିତ ଦମ୍ପତି ଆଉ କିଛି ସ୍ବେଚ୍ଛାସେବୀ।
#ArgusNews #Marriage #ValentineDay #Sambalpur #Odisha
Be the first to know any news. You will get latest stories and video updates through the day. You can turn them off anytime.