ହଁମ ହିନ୍ଦୁ ରାଷ୍ଟ୍ର ବନାଏଙ୍ଗେ ଧ୍ୱନୀରେ ପ୍ରକମ୍ପିତ ହେଲା ପୁରୀ ବଡ଼ଦାଣ୍ଡ ।ଆର ଏସ ଏସ,ଗୋବର୍ଦ୍ଧନ ମଠ ଆଦିତ୍ୟ ବାହିନୀ, ବ୍ରହ୍ମକୁମାରି,ଶିକ୍ଷା ବିକାଶ ସମିତି,ଓଡିଶା,ସରସ୍ୱତୀ ଶିଶୁ ମନ୍ଦିର ହରଚଣ୍ଡୀ ସାହି ଭଳି ଅନୁଷ୍ଠାନ ମାନେ ଏକାଠି ହୋଇ ବଡଦାଣ୍ଡରେ ଶୋଭାଯାତ୍ରା କରିବା ସହ ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ ଆଜି ହିନ୍ଦୁ ନବବର୍ଷ ପାଳନ କରିଛନ୍ତି ।
#ArgusNews #RSSRally #Puri #Odisha