#ସବୁ_ସତ_ଦସ୍ତାବିଜ୍_ସହ_ସ୍ବାହା
#ରାଜ୍ୟରେ_ଆବାସ_ବଣ୍ଟନରେ_ମହାଦୁର୍ନୀତି
ଦିର୍ନୀତି ଚାପିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଜାଳିଦେଲେ । ଜିଲ୍ଲାକୁ ଜିଲ୍ଲା ବ୍ୟାପିଛି ଆବାସ ମହାଦୁର୍ନୀତିର ଚେର । କେଉଁଠି ମୃତ ଲୋକଙ୍କ ନାଁରେ ଦିଆଯାଇଛି ଘର । ତ କେଉଁଠି କୋଟିପତି ହାତେଇଛନ୍ତି ଘର । ସୀମା ଟପିଛି ରାଜ୍ୟରେ ଆବାସ ମହାଦୁର୍ନୀତି
#AwasScam #OdishaGovt #Odisha #ArgusNews