ଭାଙ୍ଗିଲା ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ବହୁ ପୁରାତନ ତାରିଣୀ ମନ୍ଦିର । ଗତ କିଛି ମାସ ଆଗରୁ ଏହି ମନ୍ଦିର ଭାଙ୍ଗି ଅଧା ଭଙ୍ଗାଯାଇଥିଲା । ପୁଣିଥରେ ମନ୍ଦିର ଉପରେ ବୁଲଡୋଜର ବୁଲାଇଛି ଭୁବନେଶ୍ଵର ମହାନଗର ନିଗମ ଓ ଭୁବନେଶ୍ଵର ଉନ୍ନୟନ ବିଭାଗ ।
#Bhubaneswar #mastercanteen #Tarinitemple #demolished #bulldozers #ArgusNews