୪୬ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ନ ଦେବା ଘଟଣା । ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ପ୍ରତିକ୍ରିୟା। କେତେସଂଖ୍ୟକ ପିଲା ପରୀକ୍ଷା ଦେଇନାହାନ୍ତି ତା'ର ସୂଚନା ନାହିଁ । ନିଜକୁ ବଞ୍ଚାଇବା ପାଇଁ ସ୍କୁଲ ଗୁଡ଼ିକ ଉପରେ ଦୋଷ ଲଦିଲେ ସଭାପତି ।
#MatricExam #Cuttack #boardpresident #ramashishazra #Odisha #ArgusNews