ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ-୧ ପରୀକ୍ଷା !
ଚଳିତ ବର୍ଷ ରେଗୁଲାର, ଷ୍ଟେଟ ଓପନ୍ ସ୍କୁଲ ଏବଂ ମଧ୍ୟମାରେ ପରୀକ୍ଷା ଦେଉଛନ୍ତି 5 ଲକ୍ଷ 40 ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥ । ପ୍ରଥମ ଦିନରେ ଇଂରାଜୀରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏଥର ପରୀକ୍ଷା ଫଳ ନିଶ୍ଚିତରୂପେ ଅଧିକ ଭଲ ହେବ ବୋଲି ଆଶା ରଖିଛନ୍ତି ପରୀକ୍ଷାର୍ଥୀ । ଟେଷ୍ଟ ପରୀକ୍ଷାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ବୋର୍ଡ
#ArgusNews #Matricsummative1exam #Odisha