#ଶେଷ_ହେଲା_ଚଳିତ_ବର୍ଷର_ମାଟ୍ରିକ_ପରୀକ୍ଷା
ଶେଷ ଦିନରେ ଗଣିତ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଉତ୍ତର ଲେଖିବାକୁ ଅଧିକ ୧୫ ମିନିଟ ମିଳିଛି । ସକାଳ ୮ରୁ ଆରମ୍ଭ ହୋଇଥିବା ପରୀକ୍ଷା ଶେଷ ହୋଇଛି ।
#ArgusNews #MatricExams #students #examends #Odisha
Be the first to know any news. You will get latest stories and video updates through the day. You can turn them off anytime.