ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତ କରିଛି ଗାଈଡ଼ଲାଇନ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ ତାରିଖ ଯାଏ ଚାଲିବ ମାଟ୍ରିକ ପରୀକ୍ଷା। ୨ବର୍ଷ ପରେ ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବା ବେଳେ ଏନେଇ ପରୀକ୍ଷାର୍ଥୀ ଓ ସ୍କୁଲ କର୍ତ୍ତୃପକ୍ଷ ବେଶ ଉସ୍ଛାହିତ ଅଛନ୍ତି ।
#MatricExam #CBSE #Guidline #Aprile #may #Matriculationexamination #School #Students #Bhubaneswar #Odisha #ArgusNews