#ମେ_୧୮_ଅନ୍ତର୍ଜାତୀୟ_ସଂଗ୍ରହାଳୟ_ଦିବସ
ଚଳିତ ବର୍ଷ ଏହି ଦିବସର ଥିମ ରହିଛି "ସଂଗ୍ରହାଳୟର ଶକ୍ତି" । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଥିବା ସଂଗ୍ରହାଳୟକୁ ନେଇ ସଚେତନ ତ ରାଜ୍ୟ ସରକାର ? ନା' ଆନ୍ତରିକତା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ କିର୍ତ୍ତିରାଜି ?
#InternationalMuseumDay #StateGovt #Heritage #Odisha #ArgusNews