ଲକଡାଉନ ପୂର୍ବ ପର୍ଯ୍ୟନ୍ତ ସେ ଥିଲେ ଜଣେ ଦାଦନ ଶ୍ରମିକ । ଲକଡାଉନ ପରେ ଜୀବିକା ହରାଇ ତାମିଲନାଡୁରୁ ମୟୁରଭଞ୍ଜର ଆଣୁଆ ଗାଁକୁ ଫେରିଥିଲେ ଯୋଗେଶ୍ୱର ମହାନ୍ତ । ଘରେ ରହିବାକୁ ଦେଶବାସୀଙ୍କୁ ପରାମର୍ଶ ଦିଆଯାଉଥିବା ବେଳେ ଯୋଗେଶ୍ଵର ଆଉ ତାମିଲନାଡୁ ନ ଯାଇ ଦେଢ଼ ଏକର ଜମି ଲିଜ ଆଣି ଆରମ୍ଭ କଲେ ପୋଟଳ ଚାଷ । ଏବେ ଯୋଗେଶ୍ୱର ଦାଦନ ଶ୍ରମୀକରୁ ପାଲଟିଯାଇଛନ୍ତି ସଫଳ ପୋଟଳ ଚାଷୀ ।
#goodnews #mayurbhanj #pointedgourd #farming #Odisha #ArgusNews