#ରକ୍ତର_ଏ_ବନ୍ଧନରେ_ଡୋରି_ବନ୍ଧା
ଭାଇ ଆଖିରେ ସ୍ନେହରେ ରାକ୍ଷୀ ବାନ୍ଧିଥାଏ, ଭଉଣୀ। ଆଉ ତାର ପ୍ରତିବଦଳରେ ସାରା ଜୀବନ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ ଭାଇ। ରାକ୍ଷୀ ପୂର୍ଣ୍ଣିମା ପାଇଁ ବଜାରରେ ମିଳୁଛି ନିଆରା ରାକ୍ଷୀ। ମୟୂରଭଞ୍ଜ କପ୍ତିପଦା ବ୍ଳକ ଅନ୍ତର୍ଗତ କେଜିବିଭି ବିଦ୍ୟାଳୟରେ ଛାତ୍ରୀମାନେ ପ୍ରସ୍ତୁତ କରିଛନ୍ତି ନିଆରା ରାକ୍ଷୀ।
#mayurbhanj #Rakhipurnima #Brothersday #uniqueRakhi #BrothersSisterLove #ArgusNews