#କେବେ_ଖୋଲିବ_ରାଜସ୍ୱ_ନିରୀକ୍ଷ_କାର୍ଯ୍ୟାଳୟ !
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ସୁବିଧା ପାଇ ଖୋଲା ଯାଇଛି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ । ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଖୋଲିବାର ନା ଧରୁନି ପ୍ରଶାସନ । ଯାହାର ପରିଣାମ ଭୋଗୁଛନ୍ତି ଦୁଇଟି ପଞ୍ଚାୟତବାସୀ । ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ ଫଳ ଶୂନ । ଚିତ୍ରକୋଣ୍ଡାରୁ ଦେଖିବା ଏଡି ରିପୋର୍ଟ
#ArgusNews #Mayurbhanj #Chitrakonda #RIOffice #OdishaGovt #Odisha