ଉପାନ୍ତରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ !
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଜମଦା ବ୍ଲକ ଅନ୍ତର୍ଗତ ମୋରଣ୍ଡା ପଞ୍ଚାୟତ । ଏହି ପଞ୍ଚାୟତରେ ରହିଛି ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ର । ଆଖପାଖ ଅଞ୍ଚଳ ସହ ଝାଡଖଣ୍ଡର ଲୋକେ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି । ମାତ୍ର ଦୁର୍ଭାଗ୍ୟର ବିଷୟ ଏଠାରେ ଜଣେ ବି ଡାକ୍ତର ନାହାନ୍ତି । ଫଳରେ ଚିକିତ୍ସା ପାଇଁ ଲୋକେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି
#ArgusNews #Mayurbhanj #Hospital #Doctor #Odisha