ମୟୂରଭଞ୍ଜ ମହୋତ୍ସବରେ ମନ ମୋହୁଛି ଚାଉଳ ଚା । ହଁ ଆଜ୍ଞା ଆପଣ ଠିକ୍ ଶୁଣିଲେ । ଆପଣ ଚାଉଳରେ ତିଆରି ଖିରି, କଟଲେଟ୍ , ଭାତ କିମ୍ବା ବିରିଆନୀ ତ ନିଶ୍ଚିତ ଖାଇଥିବେ । ହେଲେ ଆଦିବାସୀ ପ୍ରଣାଳୀରେ ପ୍ରସ୍ତୁତ ଚା ଏବେ ସମସ୍ତଙ୍କୁ ଖୁବ ଆକର୍ଷିତ କରୁଛି ।
#ArgusNews #MayurbhanjFestival #ricetea #healthy #organic #tribals #tribaltea #Baripada #Odisha