ଶିଶୁପୁତ୍ରଟିଏ ଜନ୍ମ ହେବା ପରେ ବହୁତ ଖୁସିଥିଲେ ମା ବାପା । ହସଖୁସିରେ ଜୀବନ ବିତାଇବେ ବୋଲି ଥିଲା ଆଶା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଶିଶୁପୁତ୍ରର ବୟସ ବଢ଼ିବା ସଙ୍ଗେସଙ୍ଗେ ଶିଶୁର ଜୀବନରେ ଛାଇଗଲା କଳା ବାଦଲ । ସମୟ ଅନୁସାରେ ଶିଶୁର ବଢୁଛି ମୁଣ୍ଡ,ଯାହାକୁ ନେଇ ଚିନ୍ତାରେ ଗରିବ ବାପା ମା' ।
#Mayurbhanj #Helpless #growingHead #Treatment #NeedHelp #ArgusNews