#ଦୁର୍ଦିନରେ_ଦିନ_ବିତାଉଛନ୍ତି_ଯଦୁନାଥପୁର_ପଞ୍ଚାୟତ_ବାସୀ
ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଯଦୁନାଥପୁର ପଞ୍ଚାୟତର ୧୪ ଟି ୱାର୍ଡ । ଏହି ପଞ୍ଚାୟତର ଯଦୁନାଥପୁର ହାଇସ୍କୁଲ ଠାରୁ ଚନ୍ଦନଚତୁରୀ ଗ୍ରାମର ଚାଉଳଭିଜା ଜଳପ୍ରପାତ ପର୍ଯ୍ୟନ୍ତ ୮ କିଲୋମିଟର ରାସ୍ତାର ଅବସ୍ଥା ଖରାଦିନରେ ତ ଯାହା ବର୍ଷାଦିନ କଥା ନକହିବା ଭଲ
#Mayurbhanj #RoadProblem #Odisha #ArgusNews