ଟୁଣଟୁଣା ଗାଁରେ ଆବାସ ଅପହଞ୍ଚ !
ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ ଅନ୍ତର୍ଗତ ମୌଦି ପଞ୍ଚାୟତର ଟୁଣଟୁଣା ଗାଁରେ ଆବାସ ଅପହଞ୍ଚ। ଗାଁରେ ୩୦ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି। ମାତ୍ର କାହାରିକୁ ମିଳିନି ଆବାସ। କିଏ ଜରିପାଲ ତଳେ ରହୁଛି ତ କିଏ ଝାଟିମାଟି କୁଡିଆରେ । ଦେଖିବା ଏହି ରିପୋର୍ଟରେ
#ArgusNews #Mayurbhanj #Jashipur #AwasScam #Odisha