#ଭିନ୍ନକ୍ଷମ_ପୁଅର_ସେବାରେ_ବୃଦ୍ଧା_ମାଆ
#ସରକାରୀ_ସହାୟତା_କୁ_ଅପେକ୍ଷା
ଯେଉଁ ବୟସରେ ପୁଅ ମା'ର ସେବା ଯତ୍ନ କରିବା କଥା ସେଠାରେ ବୃଦ୍ଧା ମା' ପୁଅର ସେବା କରୁଛି। ଭିନ୍ନକ୍ଷମ ଗରିବଙ୍କ ପାଇଁ ମାଳମାଳ ସରକାରୀ ଯୋଜନା । କିନ୍ତୁ ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ଏଭଳି ଯୋଜନାରୁ ବଞ୍ଚିତ ଅଛନ୍ତି ।
#ArgusNews #Helpless #Mother #DivyangSon #Mayurbhanj #Jashipur #Odisha