ଗାଁ ଗାଁର ବିକାଶ ନିମନ୍ତେ ସରକାର କରୁଛନ୍ତି ମାଳ ମାଳ ଯୋଜନା ଏବଂ ଏହି ଯୋଜନା ନିମନ୍ତେ ରାଜକୋଷରୁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହଉଛି । କିନ୍ତୁ ଉପାନ୍ତ ଅଞ୍ଚଳ ଗୁଡିକରେ ବର୍ଷ ବର୍ଷ ଧରି ନା ସରକାରଙ୍କ ନଜର ପଡୁଛି ନା ସରକାରୀ ଯୋଜନାର ବିକାଶ ବାସ୍ନା ବାରି ହେଉଛି। ଯେଉଁଠି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ । ତେବେ ଆସନ୍ତୁ ଦେଖିବା ଏହି ରିପୋର୍ଟ
#ArgusNews #Mayurbhanj #KaradiaVillage #Underdevelopment #Odisha