#ଦୀର୍ଘ_୧୦୦_ବର୍ଷରୁ_ଉର୍ଦ୍ଧ୍ବ_ବିତିଗଲା_ହୋଇପାରିନି_ପକ୍କା_ରାସ୍ତା
ଗୁଗଲ ମେପିଙ୍ଗ ଦ୍ୱାରା ଗ୍ରାମ ଉନ୍ନୟନ ବିଭାଗର ଅନୁମୋଦନ ପରେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ । ଫଳରେ ତିନୋଟି ବ୍ଲକର ଲୋକେ ନାହି ନ ଥିବାର ଅସୁିବିଧାର ସମ୍ମୁଖୀନ ହେଉଛନ୍ତି । ଆସନ୍ତୁ ମୟୂରଭଞ୍ଜ ମୋରଡ଼ାରୁ ଦେଖିବା ସମ୍ପୂର୍ଣ ରିପୋର୍ଟ।
#ArgusNews #Mayurbhanj #Moroda #pakkarasta #OdishaGovt #development #Odisha