ନଦୀଉତ୍ସବରେ ଯୋଗଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କଲେ NWDA Superintendent Engineer !
ଅମୃତ ମହୋତ୍ସବ କାଳରେ ଭାରତୀୟ ଜଳଶକ୍ତୀ ମନ୍ତ୍ରଣାଳୟ ଦ୍ବାରା ଦେଶର ବିଭିନ୍ନ ନଦୀରେ ନଦୀଉତ୍ସବ ର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୨୮ଫେବୃଆରୀ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ହାତୀବାରି ଗ୍ରାମର ଦେଓନଦୀ ରେ ଦିବା ୩ ଟା ସମୟରେ ଏହି ନଦୀଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
#ArgusNews #Mayurbahnj #NadiUtsav #amrutkamahotsav #Odisha