#ଖେଳାଳିଙ୍କୁ_ଏମିତି_ସମ୍ମାନ
#ଜାତୀୟ_ଖେଳାଳି_ଦେବୀ_ବେଶ୍ରାଙ୍କୁ_ଅଣଦେଖା
#ସ୍ପୋର୍ଟସ_ହବ୍_ନୁହେଁ_ହକ୍_କେବେ ?
ରାଜ୍ୟ ପାଇଁ ସଫଳତା ଆଣିଲେ, ଏବେ କିନ୍ତୁ ହତାଦାର। ଅନ୍ୟ ରାଜ୍ୟ ଖେଳାଳିଙ୍କୁ ପୁରସ୍କାର, ଓଡ଼ିଆ ଖେଳାଳିଙ୍କୁ ହତାଦାର । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଧଡାଙ୍ଗିର ଗାଁର ଦେବୀ ବେଶ୍ରା । ଜନ୍ମରୁ ଦୃଷ୍ଟିବାଧିତ ସତ, କିନ୍ତୁ ଥମିନଥିବାରୁ ସ୍ବପ୍ନ ଦେଖିବା ।
#ArgusNews #Mayurbhanj #nationalplayer #DeviBeshra #Dhadangir #OdishaGovt #Odisha