ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଁଳାକୁଡ଼ା ପଞ୍ଚାୟତ ପଥରା ଗାଁର ସୁଚନା ଅଧିକାର କର୍ମୀ ସନ୍ତୋଷ ଭଞ୍ଜ ITDA ପକ୍ଷରୁ କାଜୁ ଉଦ୍ୟାନରେ ଦୁର୍ନିତି ହୋଇଥିବାର ଖବର ପାଇ ସୁଚନା ଅଧିକାର ଫଳରେ ତଥ୍ୟ ମାଗିଥିଲେ। କିନ୍ତୁ ତଥ୍ୟ ନଦେଇ ଶାସକ ଦଳର ଶୁଳିଆପଦା ବ୍ଲକ ଯୁବ ସଭାପତି ସତ୍ୟ ସାହୁ କିଛି ଶାସକ ଦଳର ଠିକାଦାରଙ୍କୁ ଆଣି ଅଁଳାକୁଡ଼ା ଛକ ଠାରେ ଥିବା ଦୋକାନରେ ଗାଳି ଗୁଲଜ ଦେବାସହ ମାରଣାସ୍ତ୍ର ରେ ଆକ୍ରମଣ କରିଥଲେ...।
#ArgusNews #Mayurbhanj #ITDA #RTI #bjd #Odisha