ଉପାନ୍ତରେ ଉତ୍କଟ ଜଳ ସମସ୍ୟା !
ଜଳ ହିଁ ଜୀବନ । ଆଗକୁ ଆସୁଛି ଖରା ଦିନ ,ବିଶେଷ କରି ଖରା ଦିନରେ ଜଳ ସଙ୍କଟ ଦେଖା ଦେଇଥାଏ, ତେବେ ଖରା ଦିନର ପ୍ରାରମ୍ଭରୁ କିପରି ଜଳ କଷ୍ଟ ହେଲାଣି ଆସନ୍ତୁ ଦେଖିବା ମୟୁରଭଞ୍ଜ ଜିଲ୍ଲାର ସୁକୃଳି ବ୍ଲକର ହଳଦିଆ ପଞ୍ଚାୟତର ହଳଦିଆ ଗ୍ରାମରୁ ଏହି ରେପୋର୍ଟ
#ArgusNews #Mayurbhanj #SukruliBlock #WaterProblem #DrinkingWater #Odisha