#ଦ୍ବାରଶୁଣି_ଘାଟି_ପାଲଟିଛି_ମରଣଯନ୍ତା !
ମୟୁରଭଞ୍ଜ ବାଙ୍ଗିରିପୋଷିର ଏହି ଘାଟି ରାସ୍ତାରେ ପ୍ରତିଦିନ ଘଟୁଛି ଛୋଟବଡ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଖସିପଡୁଛି ଗାଡି ମୋଟର । ଅଧାରେ ଅଟକିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ । ଯେଉଁଥିପାଇଁ ଏହି ବିପଜ୍ଜନକ ରାସ୍ତାରେ ଯାଆସ କରିବାକୁ ଲୋକ ଡରୁଛନ୍ତି
#mayurbhanja #bangiriposhi #Accident #DwarasuniGhati #accident #Roadconstruction #Odisha #ArgusNews