ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଲୋକେ । ପ୍ରତିବାଦରେ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଅଂଚଳବାସୀ । ମୟୂରଭଞ୍ଜ କପ୍ତିପଦା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍ କାଟ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି
#Mayurbhanja #Kaptipada #PeopleProtest #ElectricityIssue #powercut #Odisha #ArgusNews