ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ, ଏବେ ବି ଭଙ୍ଗା ଦଦରା ପୋଲ ଭରସାରେ ଲୋକେ । କେଉଁ ମୂହୂର୍ତ୍ତରେ ଯେ କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ଦିନକୁ ଦିନ ପୋଲ ଅଧିକ ଦବି ଚାଲିଥିବା ବେଳେ ତାହାରି ଉପରେ ଅତି ବିପଦସଙ୍କୁଳ ଅବସ୍ଥାରେ ସାଧାରଣ ଲୋକେ ଯାତାୟତ କରୁଛନ୍ତି । ଦେଖିବା ଏହି ରିପୋର୍ଟ
#Mayurbhanj #Bridge #Collapse #Repair #ArgusNews