#ମାଆ_ମୁଁ_ଆଉ_ପାରୁନି...
#ଦୁଇ_ଦିନ_ହେଲା_ବହୁତ_କଷ୍ଟ_ପାଉଛି...
ଭୁବନେଶ୍ବରର ଘରୋଇ ଇଞ୍ଜିନିୟରିଂ କଲେଜର MCA ଛାତ୍ରୀ ଆତ୍ମହତ୍ୟା ଘଟଣା । ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାଶ ଗିରଫ । ଅତ୍ୟଧିକ ମାଡ଼ ଓ ମାନସିକ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା ସୂଚନା ।
#MCAStudent #Endlife #Mentaltorture #relationship #Bhubaneswar #ArgusNews