#ବିଏମସିକୁ_ଦାୟୀ_କଲେ_କପିଳପ୍ରସାଦ_ବିଡିଏ_ବାସିନ୍ଦା
ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ହେଉଛି ବିଏମସିର କାମ । କିନ୍ତୁ ପରିମଳ ବ୍ୟବସ୍ଥା ବିରୋଧରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ବିଏମସି ନିର୍ମାଣ କରିଥିବା ଏମ ସି ସି ପ୍ଲାଣ୍ଟ ବିରୋଧରେ ବର୍ଷିଛନ୍ତି କପିଳପ୍ରସାଦ ବିଡିଏ ବାସିନ୍ଦା ।
#McCplant #BMC #airpollution #complain #bda #Odisha #ArgusNews