#ବର୍ମିଂହୋମ_ରାଜ୍ୟଗୋଷ୍ଠୀ_କ୍ରୀଡ଼ାରେ_ଭାରତ_ପାଇଁ_ପଦକ_ବର୍ଷା
ଅଷ୍ଟମ ଦିନରେ ୬ ପଦକ ସହ ଭାରତକୁ ମିଳିଛି ୩ ସ୍ବର୍ଣ୍ଣ । କୁସ୍ତିରେ ବଜରଙ୍ଗ ଓ ସାଖୀଙ୍କୁ ସ୍ବର୍ଣ୍ଣ, ଅଂଶୁଙ୍କୁ ରୌପ୍ୟ । ୯ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୯ ବ୍ରୋଞ୍ଜ ପଦକ ସହ ମୋଟ ୨୬ ପଦକ ପାଇ ପଞ୍ଚମ ସ୍ଥାନରେ ଭାରତ ।
#Medal #India #GoldMedal #Odisha #ArgusNews