ମେଡ଼ିକାଲରେ ବେଡ଼ ଅଭାବକୁ ନେଇ ବିଧାନସଭାରେ ଉଦବେଗ !
ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ନାହାନ୍ତି ଡାକ୍ତର। ମେଡିକାଲରେ ବେଡ୍ ଅଭାବକୁ ନେଇ ବିଧାନସଭାରେ ଉଦବେଗ। ରାଜ୍ୟରେ ଡାକ୍ତର ଅଭାବକୁ ସରକାର ସ୍ବୀକାର କରିଥିବା ବେଳେ ରୋଗୀ ସେବାକୁ ନେଇ ଉଭୟ ଶାସକ ଓ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ
#ArgusNews #Bhubaneswar #Medicalbed #DoctorVacancy #Odisha