#ସେଣ୍ଟ୍ରାଲ_ବ୍ୟାଙ୍କ_ଅଫ_ଇଣ୍ଡିଆ_ପକ୍ଷରୁ_ମେଗା_କ୍ଲଷ୍ଟର_ଋଣ_ଶିବିର_ଆୟୋଜିତ
ଭୁବନେଶ୍ବର ଓ କଟକ ସହରରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଯେଉଁଥିରେ ଉଭୟ ସହରର ଗ୍ରାହକ ମାନଙ୍କୁ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା ।
#CentralBankofIndia #organized #loancamp #Bhubaneswar #Cuttack #Odisha #ArgusNews