#ଝିଅ_ନୁହେଁ_ଥିଲା_ପୁଅ
#ଚତୁର୍ଥୀ_ରାତିରେ_ଖୋଲିଲା_ଗୁମର
ଚାଲୁଥିଲା ପ୍ରେମ, ହସୁଥିଲେ ପ୍ରେମୀ ଯୁଗଳ । ନିଜ ପରିବାର ଓ ବନ୍ଧୁଙ୍କୁ ଦୂର କରି ଘଣ୍ଟା ଘଣ୍ଟା ଧରି ଚାଲିଥିଲା ଚାଟିଂ ଓ ସେଟିଂ। ହାତକୁ ହାତ ମିଶାଇ, ପାଦକୁ ପାଦ ଜୀବନରେ ଆଗକୁ ବଢିବାକୁ ଦେଖୁଥିଲେ ଅନେକ ସ୍ବପ୍ନ... ଶେଷରେ ସ୍ବପ୍ନ ସତ ହେଲା ଆଉ ଦୁହେଁ ସାତ ଜନ୍ମର ସାଥୀହେଲେ …. କିନ୍ତୁ ଚଉଠି ରାତିରେ ଖୋଲିଗଲା ସବୁ ଗୁମର
#Bhadrak #marriage #Love #Odisha #ArgusNews