ନାକେଦମ୍ କଲା ମାନସିକ ବିକାରଗ୍ରସ୍ତ ଯୁବକ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ପର୍କୀୟ ବିଶ୍ରାମାଗାରର ଦୁଇ ମହଲା କୋଠା ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ, ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହୋଇଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ।
#ArgusNews #Nabrangpur #districtgeneralhospital #MentallydisturbedMan #Odisha